ରାଜଧାନୀରେ ଧିମା ଗତିରେ ଚାଲିଛି ବିକାଶ

ଖଣ୍ଡଗିରି: ଗତ ପ୍ରାୟ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ ହେଲା ବିଏମ୍‌ସି ୬୪ ନମ୍ବର ୱାର୍ଡ ରାଜଧାନୀର ଏକ ପ୍ରମୁଖ ଅଞ୍ଚଳ ପାଲଟିଛି। ଆଇଟିଇଆର୍‌ ଇଂଜିନିୟରିଂ କଲେଜ ପ୍ରତିଷ୍ଠା ପରଠାରୁ ଧୀରେଧୀରେ ପଞ୍ଚସଖାନଗର, କସ୍ମୋପଲିସ୍‌, ନୀଳାଦ୍ରିନଗର ଭଳି ବଡ଼ବଡ଼ ଆବାସିକ କଲୋନି ଗଢ଼ିଉଠିଛି। ତେଣୁ ରାଜଧାନୀର ସର୍ବବୃହତ୍‌ ହାଉସିଂବୋର୍ଡ କଲୋନି(ଡୁମୁଡୁମା) ସଂଲଗ୍ନ ଏହି ୱାର୍ଡର ଗୁରୁତ୍ୱ ବଢ଼ିଛି। ବଡ଼ କଥା ହେଉଛି ଏହି ୱାର୍ଡରେ ରହିଛି ଯଦୁପୁର, ବେଗୁନିଆ ଓ … Continue reading ରାଜଧାନୀରେ ଧିମା ଗତିରେ ଚାଲିଛି ବିକାଶ